Below header
Browsing Tag

sthitipadma das

ରିୟାଲିଟି ଶୋ’ରେ ଓଡ଼ିଶା ଝିଅ ସ୍ଥିତିପଦ୍ମାଙ୍କ ଉତ୍ତର: କହିଲେ ଜଗନ୍ନାଥ ଆମର, ରସଗୋଲା ବି ଆମର

କଟକ(କେନ୍ଯୁଜ୍): ରିୟାଲିଟି ଶୋ'ରେ ବିଚାରକଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର । ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା ଦାଶ କହିଥିଲେ ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲ ପାଆନ୍ତି । ଜଗନ୍ନାଥ ଆମର, ତେଣୁ ରସଗୋଲା ବି ଆମର । ବାସ୍‌ ଏହି କିଛି…