କି ପ୍ରେମ ଲୋ ମା’: ଗାର୍ଲଫ୍ରେଣ୍ଡ ଜିଦ୍ କରିବାରୁ ଦୋକାନ ଭାଙ୍ଗିଲା ପ୍ରେମିକ, ଚୋରି କରିନେଲା ୭୦୦ ଚକୋଲେଟ୍
ପ୍ରେମ ଏକ ଏଭଳି ଭୂତ, ଯାହା ଥରେ ମୁଣ୍ଡରେ ଚଢ଼ିଲେ ବ୍ୟକ୍ତି କିଛି କରିବା ପୂର୍ବରୁ ଥରେ ଚିନ୍ତା ବି କରେନି। ପ୍ରେମିକାର ଇଚ୍ଛାକୁ ପୂରଣ କରିବାକୁ ପ୍ରେମିକ ସବୁ କିଛି କରିବାକୁ ଆଗଭର ହୋଇଯାଏ। ତାହା କେତେ ଦୂର ଠିକ୍ ତା’ ବି ବୁଝେନି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ।…