Browsing Tag

stomach bloat

କେବଳ ମୋଟାପଣ ନୁହେଁ ବରଂ ଏହି ୪ଟି ସାମାନ୍ଯ କାରଣ ଯୋଗୁଁ ମଧ୍ୟ ଫୁଲିଥାଏ ପେଟ, ଜାଣନ୍ତୁ କ’ଣ

ମୋଟାପଣ ଯୋଗୁଁ ମଣିଷର ପେଟ ବଢିଥାଏ ବୋଲି ଆମେ ସମସ୍ତେ ଜାଣିଥାଉ। ଆଉ ଏଥିପାଇଁ ଅନେକ ପ୍ରକାର ବ୍ଯାୟାମ ବି କରିଥାଉ। କେବଳ ମୋଟାପଣ ନୁହେଁ ବରଂ କିଛି ସାମାନ୍ଯ କାରଣ ଯୋଗୁଁ ମଧ୍ୟ ପେଟ ଫୁଲିବା ସମସ୍ଯା ଦେଖାଦେଇଥାଏ। ଏହି ସମସ୍ଯା ଆଜିକାଲିର ଯୁବପିଢିଙ୍କ ପାଇଁ ଏକ ବଡ ଚ୍ଯାଲେଞ୍ଜ ହୋଇଛି।…