Browsing Tag

stranded worker returned home

ନେପାଳରେ ଫସିଲେ ପର୍ଯ୍ୟଟକ, ଟ୍ରାଭେଲ ଏଜେନ୍ସି ଫେରାର

ଯାଜପୁର/ପଟ୍ଟାମୁଣ୍ଡାଇ: ନେପାଳରେ କଲଵଲ ଓଡ଼ିଆ । ଫସିଲେ ନେପାଳରେ ଭାରତ ଫେରିବା ପାଇଁ ନିବେଦନ କଲେ । କେଉଁଠି ବୁଲିବାକୁ ଯାଇ ହଟହଟା ହୋଇଛନ୍ତି ଓଡ଼ିଆ ପର୍ଯ୍ୟଟକ ତ ଆଉ କେଉଁଠି ଦିନ ମଜୁରିଆ ଫସି ରହିଲେଣି । ପର୍ଯ୍ୟଟକଙ୍କୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର ହୋଇଯାଇଥିବା ବେଳେ ଖଟିଖିଆ…

ଲକ୍‌ ଡାଉନ୍‌ ପାଇଁ ଫସିରହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀ, ସେମାନଙ୍କ ପାଇଁ କରାଯିବ ରହିବା ଓ ଖାଇବା…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଫସିରହିଥିବା ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମଜୀବୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଲକ୍‌ ଡାଉନ୍‌ ବେଳେ ଯେଉଁମାନେ ରାଜ୍ୟରେ ଫସି ରହିଛନ୍ତି । ଯେଉଁମାନେ ନିଜ ଘରକୁ ଫେରି ପାରୁନାହାନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ବନ୍ଦ ରହିଥିବା…