Browsing Tag

street saloon

ଦିଲ୍ଲୀରେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସରଳ ଜୀବନଯାପନ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ଫୁଟପାଥ୍‌ ସେଲୁନରେ ସାଂସଦ । ଦିଲ୍ଲୀରେ ଖୋଲା ଆକାଶ ତଳେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ସାଂସଦ ଟୁଡୁ କହିଛନ୍ତି ସରଳ ଜୀବନଯାପନକୁ ସେ ବେଶ ପସନ୍ଦ କରନ୍ତି । ଯେ କୌଣସି ବ୍ୟକ୍ତିର ପଦପଦବୀ ବଡ଼ ନୁହେଁ, ମଣିଷତ୍ୱ ବଡ଼ । ତାଙ୍କ…