ଦିଲ୍ଲୀରେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସରଳ ଜୀବନଯାପନ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ଫୁଟପାଥ୍‌ ସେଲୁନରେ ସାଂସଦ । ଦିଲ୍ଲୀରେ ଖୋଲା ଆକାଶ ତଳେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ସାଂସଦ ଟୁଡୁ କହିଛନ୍ତି ସରଳ ଜୀବନଯାପନକୁ ସେ ବେଶ ପସନ୍ଦ କରନ୍ତି । ଯେ କୌଣସି ବ୍ୟକ୍ତିର ପଦପଦବୀ ବଡ଼ ନୁହେଁ, ମଣିଷତ୍ୱ ବଡ଼ । ତାଙ୍କ ପାଖରେ ଟଙ୍କା ଅଛି ହେଲେ ବଡ଼ ସେଲୁନକୁ ଯିବା ପାଇଁ ସମୟ ନାହିଁ ।

mayaurbhanj mpରାସ୍ତାକଡ଼ରେ ବସି ଖିଅର କରୁଥିବା ମଣିଷ ପ୍ରତି ତାଙ୍କର ବେଶ ଦରଦ ଥିବା ସାଂସଦ ବିଶେଶ୍ୱର ଟୁଡୁ କହିଛନ୍ତି । ଏନେଇ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରୋ ଚିଫ ଆଶୁତୋଷ ରାଉତ। 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.