Below header
Browsing Tag

student absconded

ଗଜପତି : ଗାଏବ୍‌ ହୋଇ ଯାଇଛନ୍ତି ପାଞ୍ଚ ଜଣ ଦଶମ ଶ୍ରେଣୀ ଛାତ୍ର

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମର ୫ଜଣ ନାବାଳକ ନିଖୋଜ। ନିଖୋଜ ନାବାଳକମାନେ ୧୦ମ ଶ୍ରେଣୀର ଛାତ୍ର। କିଏ ସ୍କୁଲ ବାହାନାରେ ତ ଆଉ କିଏ ଜଳଖିଆ ଖାଇବା ବାହାନାରେ ଘରୁ ବାହାରି କୌଣସି ଅଜଣା ସ୍ଥାନରେ ଏକାଠି ହୋଇ ନିଖୋଜ ହୋଇଥିବା…