ମହଙ୍ଗା ପଡ଼ିଲା ମ୍ୟାଜିକ୍ ଦେଖାଇବା, ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଦେଲା ଚତୁର୍ଥ ଶ୍ରେଣୀ ଛାତ୍ର
ରାୟଗଡ଼ା: ମ୍ୟାଜିକ୍ କରୁ କରୁ କଟିଲା ଗଳା । ମ୍ୟାଜିକ୍ ଦେଖାଇବ କହି ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଦେଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଅଭାବନୀୟ ଘଟଣା ।
ସଂଧ୍ୟା ସମୟରେ ଚତୁର୍ଥ ଶ୍ରେଣୀର ଛାତ୍ର,…