ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବାରୁ ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ
ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ରହିଛି କୁମ୍ଭାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ପିଲାମାନଙ୍କ ଖାଦ୍ୟ ଅଭାବ ଦେଖାଦେଇଛି । ତେଣୁକରି ଖରାବେଳେ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳି ନ ଥିବାରୁ ପିଲାମାନେ ରାସ୍ତାରେ ବସି ଧାରଣା ଦେଇଛନ୍ତି । ଯାହାକି…