ବାଇକରେ ଅତି ଷ୍ଟାଇଲ ମାରି ଦେଖାଉଥିଲେ ଷ୍ଟଣ୍ଟ୍, କିନ୍ତୁ ଦୁର୍ଘଟଣାରେ ହରାଇଲେ ପ୍ରାଣ
ବାଲିଗୁଡା : ରାସ୍ତାରେ ଅତି ଷ୍ଟାଇଲରେ ବାଇକରେ ଦେଖାଉଥିଲେ ଷ୍ଟଣ୍ଟ୍ । ହେଲେ ଏହି ଷ୍ଟଣ୍ଟ୍ ତାଙ୍କ ଜୀବନରେ ପାଲଟିଗଲା ସଜା । ଷ୍ଟଣ୍ଟ ଦେଖାଇ ଖୁସି ହେବା ପରେ ଚାଲିଗଲା ଜୀବନ । ହଁ ଆଜ୍ଞା ବାଇକରେ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣା ରେ ଜୀବନ ହରାଇଲେ ଯୁବକ । ଏପରି ଘଟଣା ଦେଖିବାକୁ…