Browsing Tag

subha khunti

୭୧ତମ ବରଗ଼ଡ ଧନୁଯାତ୍ରାର ଆଜି ଆଦ୍ୟପର୍ବ, ସଂଧ୍ୟା ୭ଟାରେ ସ୍ଥାପନ ହେଲା ଯାତ୍ରାର ଶୁଭଖୁଣ୍ଟି

ବରଗଡ(କେନ୍ୟୁଜ୍): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଦ୍ୟପର୍ବ ଆରମ୍ଭ । ରୀତିନୀତି ଅନୁସାରେ ଆଜି ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଆଜି ସନ୍ଧ୍ୟାରେ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାପରେ ହାଟପଦା ସଂଚାର ମଣ୍ଡଳିରେ…