Browsing Tag

subha muhurta

ଦୀପାବଳିର ପୂଜା ବିଧି ଏବଂ ଶୁଭ ମୂହୁର୍ତ୍ତ ଜାଣନ୍ତୁ, ଏମିତି କଲେ ଦେବୀ ଲକ୍ଷ୍ମୀ ହେବେ ପ୍ରସନ୍ନ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଏହି ଦିନରେ ମୁଖ୍ୟତଃ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ, ଦେବୀ ସରସ୍ୱତୀ ଏବଂ ଦେବୀ କାଳୀଙ୍କ ପୂଜା କରାଯାଏ । ଦୀପାବଳିରେ ଲକ୍ଷ୍ମୀଙ୍କ ପୂଜା ପାଇଁ ସର୍ବୋତ୍ତମ ସମୟ ହେଉଛି ପ୍ରଦୋଷ କାଳ, ଯାହା ସୂର୍ଯ୍ୟାସ୍ତ…

କେବେ ପାଳିବେ ଜନ୍ମାଷ୍ଟମୀ ? ଅଗଷ୍ଟ ୧୫ ନା ୧୬ ତାରିଖ, ଜାଣନ୍ତୁ କେବେ ପାଳନ କରାଯିବ ଜନ୍ମାଷ୍ଟମୀ

କେବେ ପାଳିବେ ଜନ୍ମାଷ୍ଟମୀ ? ଅଗଷ୍ଟ ୧୫ ନା ୧୬ ତାରିଖ ? ତାରିଖ ବିଷୟରେ ଆପଣଙ୍କର ଦ୍ୱନ୍ଦ୍ୱ ରହିଛି କି ? ତେବେ ଜାଣନ୍ତୁ କେବେ ପାଳନ କରାଯିବ ଜନ୍ମାଷ୍ଟମୀ । ୨୦୨୫ରେ କୃଷ୍ଣ ଜନ୍ମାଷ୍ଟମୀ ଅର୍ଥାତ୍ ଶ୍ରୀ କୃଷ୍ଣ ଜୟନ୍ତୀ କେଉଁ ତାରିଖରେ ପାଳନ କରାଯିବ ସେ ବିଷୟରେ ବହୁତ ଦ୍ୱନ୍ଦ୍ୱ ରହିଛି ।…

ଜାଣନ୍ତୁ ଚଳିତ ବର୍ଷର ଶେଷ ଅମାବାସ୍ୟା, ରହିଛି ବିଶେଷ ମହତ୍ତ୍ୱ

ଚଳିତ ବର୍ଷର ଶେଷ ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି । କାରଣ ଏହା ମାର୍ଗଶିର ମାସରେ ପଡ଼ୁଛି । ତେଣୁ ଏହାକୁ ମାର୍ଗଶିର ଅମାବାସ୍ୟା ମଧ୍ୟ କୁହାଯାଏ । ତେବେ ବର୍ତ୍ତମାନ ମାର୍ଗଶିର ମାସ ଆରମ୍ଭ ହୋଇଛି । ମାର୍ଗଶିର ଅମାବାସ୍ୟା ଦିନ ତୀର୍ଥ ସ୍ନାନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି…

ଏବେ ପୁଣି ବାଜିବ ସେହେନାଇ, ନଭେମ୍ବର- ଏପ୍ରିଲ ଯାଏଁ ଏହି ତାରିଖରେ ରହିଛି ବିବାହ ପାଇଁ ଶୁଭ ଯୋଗ

ଚତୁର୍ମାସ ପରେ ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି ଶୁଭ କାର୍ଯ୍ୟ ବନ୍ଦ ରହିଥିଲା। କିନ୍ତୁ ଆଜି ଦେବଉତଥାନ ଏକାଦଶୀ ପରେ ପୁଣିଥରେ ସବୁ ଶୁଭ କାମ ଆରମ୍ଭ ହୋଇଯିବ। ଆଜି ଏକାଦଶୀରେ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିବେ। ଫଳରେ ବିବାହ ବ୍ରତ ଆଦି ଆରମ୍ଭ ହେବ। ନଭେମ୍ବର ଆଉ ଡିସେମ୍ବର ମାସରେ ଅନେକ…

ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ କରନ୍ତୁ ପୂଜା, ଜାଣନ୍ତୁ କେମିତି ଉପାସନା କଲେ ପ୍ରସନ୍ନ ହେବେ ଦେବୀ

ନବରାତ୍ରୀର ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ କରିବାକୁ ହୋଇଥାଏ। ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ। ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର…