Below header
Browsing Tag

sugandha mishra

କମେଡିଆନ୍ ସୁଗନ୍ଧା ମିଶ୍ରଙ୍କ ବିବାହକୁ ମାତ୍ର ୯ ଦିନ ପୂରିଛି, ଥାନାରେ ରୁଜୁ ହେଲା ମାମଲା

କମେଡିଆନ୍ ସୁଗନ୍ଧା ମିଶ୍ର ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି। ବିବାହର ମାତ୍ର ୯ ଦିନ ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ୯ ଦିନ ପୂର୍ବରୁ ୨୬ ଏପ୍ରିଲ୍‌ରେ କ୍ଲବ କଓ୍ବାନା ରିଜୋର୍ଟରେ ସୁଗନ୍ଧା ନିଜର ପୁରୁଷ ବନ୍ଧୁ ସଂକେତ ଭୋଷଲେଙ୍କୁ ବିବାହ କରିଛନ୍ତି। କିନ୍ତୁ କରୋନା କାଳରେ…

ବିବାହ କଲେ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ, ଦେଖନ୍ତୁ ଫଟୋ

କମେଡିଆନ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୬ ଏପ୍ରିଲରେ ଦୁହେଁ ଜଳନ୍ଧରର କ୍ଲବ କବାନାରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ସୁଗନ୍ଧାଙ୍କ ସାଙ୍ଗ ତଥା ନିର୍ମାତା ପ୍ରୀତି ସିମୋନ୍ସ ବିବାହ ଫଟୋ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ପୋଷ୍ଟ…

ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ସଂକେତ ଭୋସଲେ ସହିତ କଲେ ନିର୍ବନ୍ଧ, ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କମେଡିଆନ ସୁଗନ୍ଧା ମିଶ୍ର ଏବଂ ସଂକେତ ଭୋସଲେ ନିର୍ବନ୍ଧ କରିନେଇଛନ୍ତି। ଦୁହେଁ କିଛିଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଏବେ ଦୁହେଁ ସଂପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି। ରୋମାଣ୍ଟିକ ଫଟୋ ସେୟାର କରି ସୁଗନ୍ଧା ଅଫିସିଆଲ ଘୋଷଣା କରିଛନ୍ତି। ସୁଗନ୍ଧାଙ୍କୁ…