‘ସୁଗାର ରିଲେସନସିପ୍’ କ’ଣ? କାହିଁକି ଏହା ଲୋକପ୍ରିୟ ହେଉଛି ବିଦେଶରେ, ଜାଣନ୍ତୁ ଏହା ବିଷୟରେ
ପ୍ରେମ ବିନା ଜୀବନ ଅଧୁରା ଲାଗିଥାଏ। କିନ୍ତୁ ଧନୀ ଲାଇଫ୍ଷ୍ଟାଇଲରେ ଏହାଠାରୁ ଅଧିକ ବେଡ୍ରୁମ ରିଲେଶନ ଜରୁରୀ ହୋଇଥାଏ। ଏହି ସମ୍ପର୍କକୁ କୁହାଯାଏ ‘ସୁଗାର ରିଲେସନସିପ୍’। ଏହି ଟ୍ରେଣ୍ଡ ଅନେକ ଦେଶରେ ଚାଲିଛି। ଯଦି ଆପଣ ଏହି ରିଲେସନସିପ୍ ବିଷୟରେ ଜାଣିନାହାନ୍ତି, ତା’ହେଲେ ଆଜି ଆମେ…