ଖରାକୁ ମାତ୍ ଦେବାକୁ ପିଅନ୍ତୁ ଗୋଲାପ-କ୍ଷୀର କୋଲ୍ଡ୍ରିଙ୍କ୍, ମାତ୍ର ୨ ମିନିଟ୍ରେ ହୋଇଯିବ ପ୍ରସ୍ତୁତ
ଖରାଦିନେ ତଣ୍ଟି ଶୁଖିଯାଏ। ଏଣୁ ବାରମ୍ବାର କିଛି ଥଣ୍ଡା ପିଇବାକୁ ଇଚ୍ଛା ହୁଏ। ପିଲା ଏବଂ ଅତିଥିମାନେ ମଧ୍ୟ ଚା’ କଫି ବଦଳରେ ଏବେ ଥଣ୍ଡା ପାନୀୟ ଚାହିଁଥାନ୍ତି। ଏଭଳି ସ୍ଥିତିରେ ଯଦି କ’ଣ ନୂଆ ଥଣ୍ଡା ପାନୀୟ ଦେବେ ବୋଲି ଚିନ୍ତା କରୁଛନ୍ତି, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି। ଟ୍ରାଏ କରନ୍ତୁ…