ଜୀବନରେ ଶୀଘ୍ର ଉନ୍ନତି ଆଣିବ ସୂର୍ଯ୍ୟପୂଜା
ଆଜି ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ପୂଜା। କାରଣ ସୂର୍ଯ୍ୟଦେବଙ୍କର ଦିନ ହେଉଛି ରବିବାର । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ମିଳିଥାଏ ଅନେକ ଫାଇଦା। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଗ୍ରହରାଜା କୁହାଯାଏ। ବ୍ୟକ୍ତିର ଜୀବନରେ ମାନ ସମ୍ମାନ ବି ସୂର୍ଯ୍ୟଦେବଙ୍କ ପାଇଁ ଆସିଥାଏ।…