Browsing Tag

sundargarh accident

ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଟ୍ରକ୍ ପଛରେ ପିଟିଲା ଟ୍ରକ୍, ୨ ମୃତ

ସୁନ୍ଦରଗଡ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିହେଲା ଟ୍ରକ୍ । ଦୁର୍ଘଟଣାରେ ୨ ମୃତ। ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ପିଡିଏସ୍‌ ଚାଉଳ ବୋଝେଇ କରି ରାଉରକେଲା ଯାଉଥିବା ଏକ ଟ୍ରକର ଚକ ଫାଟି ଯାଇଥିଲା। ଫଳରେ ପଛରେ ଥିବା ଟ୍ରକ ଆଗ ଟ୍ରକକୁ ଧକ୍କା…

କାହାର ପୁଷ ମାସ ତ କାହାର ସର୍ବନାଶ: ଓଲଟିଲା କୁକୁଡା ବୋଝେଇ ଗାଡି, ବ୍ୟାଗ୍-ବସ୍ତା ଯିଏ ଯେମିତି ପାରିଲା ବୋହିନେଲା

ସୁନ୍ଦରଗଡ଼: ଓଲଟିଲା କୁକୁଡା ବୋଝେଇ ଗାଡି। ଘରକୁ ନେବା ପାଇଁ ଠେଲାପେଲା। ବ୍ୟାଗ, ବସ୍ତା ଯିଏ ଯେମିତି ପାରିଲା ପୂରାଇ ଘରକୁ ବୋହିନେଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭେଡାବାହଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡା ବୋଝେଇ ଗାଡି ଓଲଟି ପଡିଥିଲା। ଗାଡି ଓଲଟି ପଡିବା ପରେ କୁକୁଡା ନେବା…