Browsing Tag

Sunny Deol Leads

ଗୁରଦାସପୁରରେ ସନ୍ନି ଦେଓଲ୍ ଲିଡରେ

ପଞ୍ଜାବ: ସନ୍ନି ଦେଓଲଙ୍କୁ ତାଙ୍କର ପ୍ରଥମ ରାଜନୀତିରୁ ହିଁ ସଫଳତା ମିଳିବାର ନଜର ଆସୁଛି । ପଞ୍ଜାବର ଗୁରଦାସପୁର ଲୋକସଭା ସିଟରେ ଭୋଟ ଗଣତିରେ ସନ୍ନି ଦେଓଲ୍ ୨୧,୦୦୦ ରୁ ଅଧିକ ବ୍ୟବଧାନରେ ଆଗରେ ଚାଲୁଥିବାର ସୂଚନା ମିଳୁଛି ।