Browsing Tag

supply officer relieve

ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଅନାଦୀ ଚରଣ ସେଠୀଙ୍କୁ କରାଗଲା ରିଲିଭ, ଜାଣନ୍ତୁ କାହିଁକି?

ଗଜପତି(କେନ୍ଯୁଜ୍): ଜିଲ୍ଲା ଯୋଗାଣ ଅଧିକାରୀ ଅନାଦୀ ଚରଣ ସେଠୀ ହେଲେ ରିଲିଭ । ଅଡର କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କୁ ଦାୟିତ୍ବରୁ ରିଲିଭ କରାଯାଇଛି । ଯୋଗାଣ ଅଧିକାରୀଙ୍କୁ ମଣ୍ଡିରେ ଧାନ ସଂଗ୍ରହ ପ୍ରସ୍ତୁତିରେ ବିଫଳ…