Below header
Browsing Tag

supreme court hearing

ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲା, ଆଜି ସଭିସି ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଗତ ୧୨ ତାରିଖରେ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ସିଭିସି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌…

ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା ପ୍ରସଙ୍ଗ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଲୋକ ବର୍ମାଙ୍କୁ ମିଳିବ କି ଆଶ୍ୱସ୍ତି ? ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବା କେତେ ନ୍ୟାୟ ସଙ୍ଗତ? ଏନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ସୁପ୍ରିମକୋର୍ଟଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ସିବିଆଇକୁ ବାହ୍ୟ ଚାପରୁ ମୁକ୍ତ ରଖିବାକୁ ୧୯୯୭ରେ ବିନିତ ନାରାୟଣ…