Browsing Tag

sushant singh rajputs

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା : ବିହାର ପୋଲିସକୁ ଚାକର ଦେଲା ବଡ଼ ତଥ୍ୟ, ଅଘଟଣ ରାତିରେ କୈାଣସି ପାର୍ଟି ହୋଇ ନଥିଲା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଅଘଟଣ ପୂର୍ବ ୧୩ ତାରିଖ ରାତିରେ ଘରେ କୈାଣସି ପାର୍ଟି ହୋଇନଥିଲା । ସେ ସବୁ ଦିନ ପରି ୧୪ ତାରିଖ ସକାଳୁ ଉଠି ପଡ଼ିଥିଲେ ବୋଲି ଚାକର ବିହାର ପୋଲିସ ଆଗରେ ପ୍ରକାଶ କରିଛି । ଏହି କଥା…