Below header
Browsing Tag

sushanta suicide case

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ନୂଆ ମୋଡ, ଖୁଲାସା ହେଲା ଆଶ୍ଚର୍ଯ୍ୟକର ତଥ୍ୟ

ଓଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ମୁମ୍ବାଇ ପୋଲିସ ଲଗାତର ଯାଞ୍ଜ କରୁଛି। ସୂଚନା ଅନୁଯାୟୀ ପୋଲିସ ଦାବି କରିଛି ଯେ ଏବେ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଜରେ ଏକ ତଥ୍ୟ ମିଳିଛି। ଯେଉଁଥିରେ ଜଣାପଡିଛି ସୁଶାନ୍ତ ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇର ଏକ ହସପିଟାଲରେ…

‘ଅଙ୍କିତା ତୁମେ ହିଁ କେବଳ ତାକୁ ବଞ୍ଚାଇପାରିଥାନ୍ତ….’ ଏଭଳି ଭାବୁକ ପୋଷ୍ଟ କଲେ ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସନ୍ଦିପ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହାପରେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଗତ ଛଅ ଦିନ ମଧ୍ୟରେ ତାଙ୍କ ଫ୍ୟାନ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ ମିଡିଆରେ ଦେଉଥିବା ଦେଖିବାକୁ ମିଳିଛି।…