ମିଠା ଖାଇବା ପରେ ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ, ହୋଇପାରନ୍ତି ଡାଇବେଟିସ୍ର ଶିକାର
ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ମିଠା ଖାଇବା ପରେ ପାଣି ପିଇଥାନ୍ତି। ଯଦି ଆପଣ ବି ମିଠା ଖାଇବା ପରେ ପାଣି ପିଉଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏଭଳି କରିବା ଦ୍ୱାରା ଆପଣ ଡାଇବେଟିସ୍ର ଶିକାର ହୋଇପାରନ୍ତି। ଏକ ରିସର୍ଚ୍ଚ ମୁତାବକ ମିଠା ଖାଇବା ପରେ ପାଣି…