Browsing Tag

syllabuses reduced

ଚଳିତ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯିବ : ସମୀର ଦାଶ

ଭୁବନେଶ୍ବର: କୋଭିଡ୍‌ ପ୍ରଭାବରୁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍‌। ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯିବ। ସିଲାବସ୍‌ ହ୍ରାସ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଅନଲାଇନ୍‌ରେ ପିଲାଙ୍କୁ ପାଠ ପଢାଯାଉଛି। ଅନଲାଇନ୍‌ରେ…