ବଡମ୍ବା-ବାଙ୍କୀ ବିକାଶରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ: ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ
କଟକ(କେନ୍ଯୁଜ୍): ମହାନଦୀରେ ସମ୍ପର୍କର ସେତୁ। ବଡମ୍ବା-ବାଙ୍କୀ ବିକାଶରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ। ଉଦ୍ଘାଟିତ ହେଲା ରାଜ୍ୟର ଦୀର୍ଘତମ ସିଂହନାଥ ସେତୁ। ବହୁ ପ୍ରତୀକ୍ଷିତ ବାଙ୍କୀ-ବୈଦେଶ୍ୱର ଠାରୁ ବଡମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି-ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ…