Below header
Browsing Tag

taimur alli khan

ଫଟୋ ଗ୍ରାଫରଙ୍କ ଉପରେ ବିରକ୍ତ ହେଉଛନ୍ତି କୁନି ତୈମୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପିଲାଟି ବେଳରୁ ହିଁ ତୈମୁର ଫଟୋଗ୍ରାଫର ମାନଙ୍କ ଫେବରେଟ ରହି ଆସିଛନ୍ତି  । ତୈମୁର ଯେଉଁଠିକି ବି ଯାଆନ୍ତି ଫଟୋଗ୍ରାଫର ମାନେ ତାଙ୍କ ପଛେ ପଛେ ଯାଇଥାନ୍ତି  । ଏମିତିକି କୁନି ନବାବଙ୍କ ଗୋଟେ କ୍ଲିକ ନେବା ପାଇଁ ଦିନ ଦିନ ଧରି ଅପେକ୍ଷା କରିଥାନ୍ତି ରିପୋର୍ଟର ମାନେ  । ଏହି ନିକଟରେ ନିଜ…

କୁନି କୁନି ହାତରେ ମାଟି ପାତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି ତୈମୁର ଅଲ୍ଲୀ ଖାନ, ଦେଖନ୍ତୁ ଭିଡିଓ

ବଲିଉଡ଼ ଷ୍ଟାର କିଡ଼ସ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି କରିନା ଓ ସୈଫଙ୍କ କୁନି ପୁଅ ତୈମୁର ଅଲ୍ଲୀ ଖାନ । ଯୁଆଡେ ବି ଯାଆନ୍ତି ନିଜ କ୍ୟୁଟ ଅନ୍ଦାଜରେ ସମସ୍ତଙ୍କ ମନ ମୋହି ନିଅନ୍ତି ଏହି କ୍ୟୁଟ ଷ୍ଟାର କିଡ଼ । ଆଉ ତାଙ୍କ ଏହି ହରକତ ଗୁଡିକୁ ଫଟୋ ଆକାରରେ ସାଉଣ୍ଟିବା ପାଇଁ…