Browsing Tag

tamilnadu farmer builds namo temple

କୃଷକ ନିଜ କ୍ଷେତରେ ବନାଇଲେ ମୋଦିଙ୍କ ମନ୍ଦିର, ଦିନରେ ଚାରିଥର ହୁଏ ଆଳତୀ

ତାମିଲନାଡୁର ଟ୍ରିଚିରେ ବାସକରୁଥିବା ୫୦ ବର୍ଷୀୟା ଜଣେ କୃଷକ ପି. ଶଙ୍କର ନିଜ କ୍ଷେତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ମନ୍ଦିର ବନାଇଛନ୍ତି। ଯାହାର ନାମ ଦେଇଛନ୍ତି ନମୋ। ଏଠାରେ ଚାଷୀ ଜଣକ ଦିନରେ ଚାରି ଥର ଆଳତି କରିଥାନ୍ତି। ଶଙ୍କରଙ୍କ ଇଛା ନିଜେ ମୋଦି ଆସି ଏହି ମନ୍ଦିରକୁ…