Browsing Tag

tangi series accident

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ୪ ଜଣ ଶ୍ରମିକ ଆହତ

ଟାଙ୍ଗୀ:  ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୪  ଜଣ ବସ୍ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ଶ୍ରମିକ ମାନେ ବିହାର ଦରଭଙ୍ଗା ଅଂଚଳର ବୋଲି ଜଣା ପଡିଛି । ବିହାର ଦରଭଙ୍ଗା ଅଂଚଳରୁ ୩୦ ଜଣ ଶ୍ରମିକଙ୍କୁ ନେଇ ଏକ ଘରୋଇ ଯାତ୍ରୀ ବାହୀ…