Browsing Tag

Tanhaji: The Unsung Warrior

ରିଲିଜ ହୋଇଛି ତାନାଜୀ: ଦ ଅନସଙ୍ଗ ଓ୍ଵାରିୟରର ଦ୍ୱିତୀୟ ଟ୍ରେଲର

ରିଲିଜ ହୋଇଛି ତାନାଜୀ: ଦ ଅନସଙ୍ଗ ଓ୍ଵାରିୟରର ଦ୍ୱିତୀୟ ଟ୍ରେଲର । ଫିଲ୍ମରେ ଅଜୟନ ଦେବଗନ ତାନାଜୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାନାଜୀ ଛତ୍ରପତି ଶିବାଜୀଙ୍କ ଜେନରାଲ ଥିଲେ । କାଜୋଲ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି । ସୈଫ ଅଲ୍ଲୀ ଖାନ୍‌ ଦମଦାର ଲୁକ୍‌ରେ ନଜର ଆସୁଛନ୍ତି ।…