Browsing Tag

tappan zee

୫ ସେକେଣ୍ଡରେ ସ୍ବାହା ହୋଇଗଲା ୬୪ବର୍ଷ ପୁରୁଣା ବ୍ରିଜ୍ : ଦେଖନ୍ତୁ ଭିଡିଓ

ନ୍ୟୁୟୋର୍କ : ଆମେରିକାର ନ୍ୟୁୟୋର୍କ ସହରରେ ହଡ଼ସନ ନଦୀ ଉପରେ ରହିଥିବା ୬୪ବର୍ଷ ପୁରୁଣା ତପାନ ସି ବ୍ରିଜକୁ ମାତ୍ର ୫ ସେକେଣ୍ଡରେ କରାଯାଇଛି ଧୂଳିସାତ୍। ଏହି ବ୍ରିଜ୍ ଉପରେ ଦୈନିକ ୪୦ହଜାରୁ ଅଧିକ ଲୋକ ଯାତାୟତ କରୁଥିଲେ। ଏପରିକି ଏହା ଉପରେ ଅନେକ ବଡ଼ବଡ଼ ଫିଲ୍ମ ମଧ୍ୟ ସୁଟ କରାଯାଇଛି। ତପାନ ସି…