Below header
Browsing Tag

taraprasad bahinipati

ଜନ୍ମଦିନରେ ପତ୍ନୀଙ୍କ ହାତରେ ହାତ ଧରି ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି, ଦେଖନ୍ତୁ ଭିଡିଓ

କୋରାପୁଟ(କେନ୍ୟୁଜ): ନାଚୁଛନ୍ତି ଉଭୟ ପତି-ପତ୍ନୀ। ଜୟପୁର ବିଧାୟକ ତାରା ବାହିନୀପତି ନାଚୁଥିବା ବେଳେ ତାଙ୍କ ସହ ନାଚୁଛନ୍ତି ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀ ପତି। ହାତକୁ ହାତ ଧରି ତାରା ବାହିନୀ ପତି ନାଚୁଛନ୍ତି। ତାରା ବାହିନୀଙ୍କ ଜନ୍ମ ଦିନ ପାଳନ ଅବସରରେ କୋରାପୁଟ ପ୍ରେସକ୍ଲବ୍‌ ଠାରେ…

ଛାତ୍ରଛାତ୍ରୀଙ୍କ ସହ ଗୀତ ନାଚରେ ମସଗୁଲ ବିଧାୟକ ତାରାପ୍ରସାଦ ବାହିନୀପତି, ଭାଇରାଲ ହେଉଛି ଭିଡିଓ

ଜୟପୁର(କେନ୍ୟୁଜ୍): ଛାତ୍ରଛାତ୍ରୀ ମାନଙ୍କ ସହ ପୁରା ଗୀତ ନାଚରେ ମସଗୁଲ ବିଧାୟକ ତାରାପ୍ରସାଦ ବାହିନୀପତି । ପିଲାଙ୍କ ସାଙ୍ଗରେ ପୁରା ପିଲା ହୋଇଯାଇଥିଲେ କିଛି ସମୟ ପାଇଁ । କେତେବେଳେ ଢେମେସା ତ କେତେବେଳେ ମଲମପିତାପିତା ଗୀତ ତାଳରେ ଛାତ୍ରଛାତ୍ରୀ ସହ ନାଚିଥିଲେ ତାରାପ୍ରସାଦ ବାହୀନିପତି ।…

କୋରାପୁଟ କଂଗ୍ରେସରେ କନ୍ଦଳ: ନାଲି ଆଖି ଦେଖାଇଲେ ବାହିନୀପତି ଦମ୍ପତ୍ତି

କୋରାପୁଟ(କେନ୍ଯୁଜ୍): କୋରାପୁଟ କଂଗ୍ରେସରେ କନ୍ଦଳ। ନାଲି ଆଖି ଦେଖାଇଲେ ବାହିନୀପତି ଦମ୍ପତ୍ତି। ସମ୍ମାନ ଫେରି ନ ପାଇଲେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି ଧମକ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସେପଟେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି…

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଅସୁସ୍ଥ, ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି। କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ ।  ଗତକାଲି ଶ୍ରୀ ବାହିନୀପତିଙ୍କ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା…

ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ…

ଜୟପୁର(କେନ୍ୟୁଜ୍): ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଝୁମିଲେ ତାରା । ଜୟପୁରରେ ପୁଷ ପୁନେଇଁ ଅବସରରେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । ରାଜରାସ୍ତା ପାଲଟିଥିଲା ଖୋଲା ମଞ୍ଚ । ପିଲାଠୁ ଯୁବ ଗୋଷ୍ଠୀ । ପୁଣି…