Below header
Browsing Tag

taro root

ହାର୍ଟ ରୋଗକୁ ଦୂର କରିବ ସାରୁ; ଜାଣନ୍ତୁ ଏହି ପରିବା ଖାଇବାର ୬ଟି ଫାଇଦା

ସାରୁ ପରିବା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଇଂଲିଶ୍‌ରେ ଏହାକୁ ଟାରୋ ରୁଟ୍ କୁହାଯାଏ। ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହି ପାରିବେ। ଏଥିରେ ଫାଇବର ଏବଂ ରେଜିଷ୍ଟାଣ୍ଟ ଷ୍ଟାର୍ଚର ଭରପୂର ମାତ୍ରା ରହିଛି ଏବଂ ଏହା ରକ୍ତରେ ଶର୍କରା ସ୍ତରକୁ…

ହାର୍ଟ ରୋଗ ଦୂର କରିବ ସାରୁ! ଦୃଷ୍ଟିଶକ୍ତି ବଢ଼ାଇବା ସହିତ ସୁଗାର ଲେବଲକୁ ବି ରଖିଥାଏ କଣ୍ଟ୍ରୋଲ…ଜାଣନ୍ତୁ ଅନ୍ୟାନ୍ୟ…

ଜାଣନ୍ତି କି, ସାରୁ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ? ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହି ପାରିବେ। ସାରୁରେ ଫାଇବର ଏବଂ Resistant Starchର ମାତ୍ରା ଭରପୂର ରହିଥାଏ, ଯାହାକି ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ। ହଜମ…

ଏହି ଉପାୟରେ ସାରୁ କାଟନ୍ତୁ, ଆଉ କୁଣ୍ଡାଇ ହେବନି ହାତ

ସାରୁ ଖାଇବାକୁ କିଛି ଲୋକ ଭଲ ପାଉନଥିଲେ ମଧ୍ୟ ଅନେକ ଲୋକ ଏହାକୁ ପସନ୍ଦ କରିଥାନ୍ତି। ଏହାକୁ ସାଧାରଣତଃ ଡାଲମା,ସନ୍ତୁଳା କିମ୍ବା ଚିପ୍ସ ଭାବେ ଖିଆଯାଏ। ଏହା ଖାଇବାକୁ ମଧ୍ୟ ବେଶ୍‌ ସ୍ୱାଦିଷ୍ଟ ଲାଗେ। କିନ୍ତୁ ସାରୁ କାଟିବା ବେଳେ ହାତ କୁଣ୍ଡାଇ ହେଉଥିବାରୁ ଏହାର ଚୋପା ଛଡ଼ାଇବା ଓ କାଟିବା…