Browsing Tag

tarunakanti mishra

୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ. ତରୁଣକାନ୍ତି ମିଶ୍ର

ଭୁବନେଶ୍ବର (କେନ୍ୟୁଜ୍) : ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ଗାଳ୍ପିକ ଡ. ତରୁଣକାନ୍ତି ମିଶ୍ର। କ୍ଷୁଦ୍ରଗଳ୍ପ ସଂକଳନ ଭାସ୍ୱତୀ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ତରୁଣକାନ୍ତି।…