Below header
Browsing Tag

teacher beaten student

ଗୁରୁଙ୍କ ରାଗ ପଞ୍ଚମରେ, ଜ୍ୟାମିତି ସାରଙ୍କ ମାଡରେ ଗୁରୁତର ହେଲେ ଛାତ୍ରଛାତ୍ରୀ

ବାସୁଦେବପୁର (କେନ୍ୟୁଜ) : ବାପରେ ଏ କି ମାଡ। ଜ୍ୟାମିତି ସାରଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ରଛାତ୍ରୀ । ପିଲାଙ୍କୁ ଉତ୍ତର ନଆସିବାରୁ ଆଖିବୁଜା ପିଟି ଚାଲିଲେ ଶିକ୍ଷକ । ସାରଙ୍କ ମାଡ଼ରେ ଛାତ୍ରୀଙ୍କର ଏମିତି ଗୁରୁତର ଅବସ୍ଥା ହେଲା ଯେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । କାନ୍ଦି କାନ୍ଦି…

ମାଲକାନଗିରି ବାଲିମେଳା ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର

ମାଲକାନଗିରି: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର । ମାଲକାନଗିରି ବାଲିମେଳା ସରକାରୀ ବାଳିକା ବିଦ୍ୟାଳୟରେ ଏଭଳି ଅଭିଯୋଗ ହୋଇଛି । ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ପାଠ ପଢ଼ାଉଥିବା ବେଳେ ଛାତ୍ରୀଙ୍କୁ କିଛି ପ୍ରଶ୍ନ କରିଥିଲେ । ତେବେ ଉତ୍ତର ଦେଇପାରିନଥିବା ୫ ଛାତ୍ରୀଙ୍କୁ ଶିକ୍ଷକ ନିର୍ଧୁମ…

ଅପରାଧ ହେଉଛି, ସାର୍‌ଙ୍କ ଚୌକିରେ ଗୋଡ଼ ବାଜିଗଲା, ତାପରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପ୍ରବଳ ମାଡ଼

ମୟୁରଭଞ୍ଜ (କେନ୍ୟୁଜ୍) : ପ୍ରଧାନଶିକ୍ଷକ ବସିଥିବା ଚୌକିରେ ଗୋଡ ବାଜିଯିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ । ପ୍ରଧାନଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ଉଦଳା ବ୍ଲକ୍ ମାଟିହୁଡି ବିଦ୍ୟାଳୟରେ ଏହି ଘଟଣା ଘଟିଛି । ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀର ଛାତ୍ର କେଶବ ମହାନ୍ତ…