Below header
Browsing Tag

teacher in vigilance net

ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଣ୍ଠିଆପାଳି ସ୍କୁଲର ପ୍ରଧାନ‌ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପୁଣି କୋଟିପତି ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ। ବରଗଡ଼ ଜିଲ୍ଲା ଗଣ୍ଠିଆପାଳି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଡୁଙ୍ଗୁରୁପାଲି କୁଦେଇପଡା ବାସଭବନରେ ଚଢାଉ କରିଛ ଭିଜିଲାନ୍‌ସ…