Below header

ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଣ୍ଠିଆପାଳି ସ୍କୁଲର ପ୍ରଧାନ‌ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପୁଣି କୋଟିପତି ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ। ବରଗଡ଼ ଜିଲ୍ଲା ଗଣ୍ଠିଆପାଳି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଡୁଙ୍ଗୁରୁପାଲି କୁଦେଇପଡା ବାସଭବନରେ ଚଢାଉ କରିଛ ଭିଜିଲାନ୍‌ସ ବିଭାଗ।

ତିଲେଇମାଳରେ ଥିବା ତାଙ୍କ ପୈତୃକ ଘରେ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ସ୍ଥିିତ ତାଙ୍କ ଘରେ, ଗଣ୍ଠିଆପାଳି ସ୍ଥିତ କାର୍ଯ୍ୟାଳୟରେ, ବରପାଲି କପିଳେଶ୍ବରନଗର ସ୍ଥିତ ବାସଭବନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌  ସମେତ ୪ଟି ଟିମ୍‌ର ମିଳିତ ଚଢାଉ ଜାରି ରହିଛି।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.