Below header
Browsing Tag

vigilance raid in bargarh

ବରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଣ୍ଠିଆପାଳି ସ୍କୁଲର ପ୍ରଧାନ‌ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପୁଣି କୋଟିପତି ଶିକ୍ଷକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ୪ଟି ସ୍ଥାନରେ ଚଢ଼ାଉ। ବରଗଡ଼ ଜିଲ୍ଲା ଗଣ୍ଠିଆପାଳି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଡୁଙ୍ଗୁରୁପାଲି କୁଦେଇପଡା ବାସଭବନରେ ଚଢାଉ କରିଛ ଭିଜିଲାନ୍‌ସ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ଘରେ ଚଢାଉ: ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ…

ବରଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ଅବକାରୀ ଅଧୀକ୍ଷକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘରେ ଚଢାଉ ଚାଲିଛି । ଏକାସାଙ୍ଗରେ ବରଗଡ଼, ବଲାଙ୍ଗିର, ସମ୍ବଲପୁର ଓ ବୁର୍ଲା ଘର ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉ ସମୟରେ…