Below header
Browsing Tag

teacher murder

ଘଟଣା ଶୁଣି ରକ୍ତ ହେବ ଗରମ, ସ୍ବାମୀ ତିନି ଛୁଆ ସହ ସ୍ତ୍ରୀର ଗଳା କାଟିକଲା ହତ୍ୟା

ସ୍ତ୍ରୀ ସହ ତିନି ପିଲାଙ୍କୁ ହତ୍ୟାକଲା ସ୍ୱାମୀ । ତିନି ପିଲାଙ୍କ ମଧ୍ୟରେ ଗୋଟିଏ ଦୁଇ ମାସର ଝିଅ ରହିଛି । ଦକ୍ଷିଣ ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ତିନି ଜଣଙ୍କୁ ହତ୍ୟା କରି ଘରୁ ପଳାଇବା ପୂର୍ବରୁ ଏକ ନୋଟ୍ ଛାଡି ଯାଇଥିଲା ଅଭିଯୁକ୍ତ । ଏହି ନୋଟରେ ସେ ନିଜେ ହତ୍ୟା…

ସଇତାନ୍‌ ସ୍ୱାମୀ, ପରକୀୟା ପ୍ରୀତିକୁ ବିରୋଧ କରିବାରୁ ମାରିଦେଲା ସ୍ତ୍ରୀକୁ

ଭୁବନେଶ୍ବର : ସଇତାନ୍‌ ସ୍ୱାମୀ । ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ମାରିଦେଲା । ଭୁବନେଶ୍ୱରରେ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ତନୁଜା ଆଇଚ୍‌ ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ସଂଗ୍ରାମକୁ କୋଲକାତାରୁ ଗିରଫ କରାଯାଇଛି । ୩୦ ସେପ୍ଟେମ୍ବର…