ଗୁରୁ ଦିବସରେ ଗୁରୁଙ୍କୁ ମୃତ୍ୟୁର ଉପହାର, ବାଇକ୍ରେ ଯିବା ବେଳେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା
ଗୁରୁ ଦିବସରେ ଗୁରୁଙ୍କୁ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଡେରାଡୁନ୍ରେ ଜଣେ ଗୁରୁଙ୍କୁ ମିଳିଛି ମୃତ୍ୟୁର ଉପହାର। ଘରକୁ ଫେରୁଥିବା ବେଳେ ସରକାରୀ ବିଦ୍ୟାଳୟର ସହାୟକ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପହଞ୍ଚି ଶବକୁ…