Browsing Tag

tejeswar parida

ବିଜେଡ଼ିରୁ ବିଜେପି ଶିବିରକୁ ଡିଆଁ ମରିଲେ ତେଜେଶ୍ବର, ସକାଳେ ଇମେଲରେ ନବୀନଙ୍କୁ ପଠାଇଥିଲେ ଇସ୍ତଫା ପତ୍ର

ଭୁବନେଶ୍ବର(କେନ୍ୟୁଜ୍):  ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି  ବିଜେଡ଼ିର ଯୁବ ନେତା ତେଜେଶ୍ବର ପରିଡା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଇମେଲ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏ ନେଇ ନିଜେ ତେଜେଶ୍ବର ତାଙ୍କର ସାମାଜିକ ଗଣମାଧ୍ୟମରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ,…