Below header
Browsing Tag

temples open

କୋଭିଡ୍‌ କଟକଣା ଭିତରେ ଆଜିଠୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ, କେବଳ ଡବଲ ଡୋଜ୍‌ ଟିକା ନେଇଥିବା…

ଭୁବନେଶ୍ୱର(କେନ୍ଯୁଜ୍): କୋଭିଡ୍‌ କଟକଣା ଭିତରେ ମନ୍ଦିର ମାଳିନୀ ଭୁବନେଶ୍ୱରରେ ଆଜିଠୁ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ। କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏକାଥରକେ ୨୫ଜଣ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସମସ୍ତେ କୋଭିଡ୍‌…

ଦୀର୍ଘ ମାସର ଅପେକ୍ଷା ପରେ ଆଜିଠୁ ଖୋଲିଲା ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ…

ଗଞ୍ଜାମ: ଦୀର୍ଘ ମାସର ଅପେକ୍ଷା ପରେ ଆଜିଠୁ ଖୋଲିଲା ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ । ଏହି ଅବସରରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ସାଆନ୍ତାଣୀଙ୍କ ପୀଠ ମଧ୍ୟ ଖୋଲିଛି । କୋଭିଡ କଟକଣା ମଧ୍ୟରେ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମନ୍ଦିର ଖୋଲିଥିବାରୁ ଭକ୍ତଙ୍କ ମଧ୍ୟରେ…