କନ୍ଧମାଳର ଗର୍ବ ପ୍ରିତମ, ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳରେ ଖେଳି ସାଉଣ୍ଟୁଛନ୍ତି ପ୍ରଶଂସା
ସାରା ଗାଁରେ ଖେଳିଯାଇଛି ଖୁସିର ଲହରୀ । କାରଣ ଗାଁ ପୁଅ ଆଜି ଟେନିସ୍ ବଲ କ୍ରିକେଟ ଭାରତୀୟ ଦଳରେ ଖେଳି ସାରା ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ତାଙ୍କ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଚାଲିଛି ବିରାଟ ଶୋଭାଯାତ୍ରା । ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ହେଉଛନ୍ତି ଓଡ଼ିଆ ଖେଳାଳୀ । ଆଜି…