Browsing Tag

tension in banki

ସମବାୟ ସମିତି କାର୍ଯ୍ୟାଳୟରେ ଭଙ୍ଗାରୁଜା, ଅଫିସ ଭାଙ୍ଗିବା ସହ ଗାଳି ଗୁଲଜ କରି ହଙ୍ଗାମା କଲେ ଲୋକେ

ବାଙ୍କୀ (କେନ୍ୟୁଜ) : ସରକାରୀ କାର୍ଯ୍ୟାଳୟରେ ପଶି ହୋହାଲ୍ଲା। ବାଙ୍କୀ ଥାନା ଅନ୍ତର୍ଗତ ଢ଼ଂସର ସେବା ସମବାୟ ସମିତିରେ ଧାନମଣ୍ଡି ସମସ୍ୟା ଓ ନିଲମ୍ବିତ ସମିତି ସମ୍ପାଦକଙ୍କୁ ଚାକିରିରୁ ବହିଷ୍କାର କାହିଁକି କରାଯାଇ ନାହିଁ ବୋଲି କହି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। କେବଳ ଏତିକି ନୁହେଁ…