Below header
Browsing Tag

Terrorist attack in anantnag

ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍‌’ ଗୁରୁତର, ଗୁଳି ବାଜି ମଧ୍ୟ ଆତଙ୍କବାଦୀଙ୍କ ସହିତ ଲଢିଥିଲା ଜୁମ୍‌

ଭାରତୀୟ ସେନାର ଆସଲ୍ଟ କୁକୁର ‘ଜୁମ୍‌’ ଗୁଳିବାଜିବା ଯୋଗୁଁ ଗୁରୁତର ଆହତ ହୋଇଛି। ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ମଧ୍ୟରେ ଗୁଳିବାଜି ଆହତ ହୋଇଛି। ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ବିପକ୍ଷରେ ହୋଇଥିବା ଅପରେସନରେ ସେନାର ଲଢ଼ୁଆ କୁକର ଜୁମ୍ ଆହତ…

ଜମ୍ମୁ-କଶ୍ମୀରରେ ପୁଣି ମାତିଲେ ଆତଙ୍କୀ, ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଅନନ୍ତନାଗ : ଜମ୍ମୁ-କଶ୍ମୀରରେ ପୁଣି ହୋଇଛି ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଜିଲ୍ଲାରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀମାନେ । ସହିଦ ପୋଲିସ କର୍ମଚାରୀ ହେଉଛନ୍ତି ହେଡ୍ କନେଷ୍ଟବଳ ଅଲ୍ଲୀ ମହମ୍ମଦ । ଗୁଳିମାଡ଼ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ…