Below header
Browsing Tag

terrorist target

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ; ନିଜକୁ ତାଲିବାନୀ କହୁଥିବା ସନ୍ଦିଗ୍ଧ NIAକୁ ପଠାଇଲା ମେଲ୍‌…ଆଲର୍ଟ ଜାରି

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି। ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି। ସୂଚନା ମୁତାବକ, ଏନ୍‌ଆଇଏର…

ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ କଲେ ଆତଙ୍କବାଦୀ

କେନ୍ୟୁଜ୍: ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ପରୀକ୍ଷା ଚାଲୁଥିବା ବେଳେ ୬ ରୁ ୭ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ। ସ୍କୁଲରେ ମୁତୟନ ଥିବା ସିଆରପିଏଫ ଯବାନ ପାଲଟା ଜବାବ ଦେଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।