ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ କଲେ ଆତଙ୍କବାଦୀ

କେନ୍ୟୁଜ୍: ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ପରୀକ୍ଷା ଚାଲୁଥିବା ବେଳେ ୬ ରୁ ୭ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ। ସ୍କୁଲରେ ମୁତୟନ ଥିବା ସିଆରପିଏଫ ଯବାନ ପାଲଟା ଜବାବ ଦେଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Leave A Reply

Your email address will not be published.