Browsing Tag

tested positive

ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏବାବଦରେ ବିଧ୍ୟାୟକ ନିଜ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।  ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେ ଏବେ ଘରେ ଆଇସୋଲେସନରେ ଥିବା ନେଇ ଉଲ୍ଲେଖ କରିଛନ୍ତି ।…