Browsing Tag

the atal tunnel

ଲୋକାର୍ପଣ ପାଇଁ ପ୍ରସ୍ତୁତ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ, ମନାଲି-ଲେହ ମଧ୍ୟରେ କମିବ ୪୬ କିମି ଦୂରତା

କେନ୍ଯୁଜ୍: ଲୋକାର୍ପଣ ପାଇଁ ପ୍ରସ୍ତୁତ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ । ୧୦ ହଜାର ଫୁଟ ଲମ୍ବର ଅଟଳ ଟନେଲ ମନାଲି-ଲେହ ରାସ୍ତାକୁ ସଂଯୋଗ କରୁଛି। ଏହାର ଓସାର ରହିଛି ୧୦.୫ ମିଟର । ଏହା ସହ ଏକ ମିଟର ଓସାରର ଫୁଟ୍‌ପାଥ୍‌ ମଧ୍ୟ ରହିଛି । ୧୦ ବର୍ଷରେ ପୂରା ହୋଇଛି ପ୍ରକଳ୍ପ । ୬ ବର୍ଷରେ କାମ…