Browsing Tag

thief returns certificate

ଭୁବନେଶ୍ୱର : ଚୋର ଫେରାଇଲା ସାର୍ଟିଫିକେଟ୍‌ ହେଲେ ରଖିଦେଲା ଲାପ୍‌ଟପ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଚୋର ହେଲେ କଣ ହେବ ମାନବିକତା ଅଛି । ଚୋରଟି ଏଭଳି କିଛି କାମ କରିଛି ତାକୁ ଚୋରିର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରଶଂସା କରିଛନ୍ତି । ଏ ଘଟଣା ଆମ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଗତ ଅକଟୋବର ୧୮ ତାରିଖରେ ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିଲା ଏହି ଘଟଣା ।…