Below header
Browsing Tag

threat call to blow up taj

ମୁମ୍ବାଇ ପୋଲିସ୍‌କୁ ଫୋନ୍‌ ଆସିଲା, ପାକିସ୍ତାନୀ ତାଜ୍‌ ହୋଟେଲକୁ ଉଡ଼ାଇ ଦେବେ

ମୁମ୍ବାଇ : ଫୋନ୍‌ ଆସିଲା ମୁମ୍ବାଇ ପୋଲିସ୍‌କୁ । କଣ୍ଠ ଥିଲା ଧମକ ଭରା । ଲୋକଟି କହିଲା, ଦୁଇଜଣ ପାକିସ୍ତାନୀ ଆସିଛନ୍ତି ମୁମ୍ବାଇ ତାଜ୍‌ ହୋଟେଲକୁ ବୋମାରେ ଉଡ଼ାଇ ଦେବେ । ତାପରେ ପୋଲିସ୍‌ ତନାଘନା କଲା । ହେଲେ ସେମିତି କିଛି ସନ୍ଦିଗଧ ଜିନିଷ ମିଳିଲା ନାହିଁ । ଶେଷରେ ଜଣାପଡ଼ିଲା କି ଏହା ମିଛ…